ମା’ କାଳୀଙ୍କ ଭସାଣୀ ବେଳେ ବିଶୃଙ୍ଖଳା, ଶୋଭାଯାତ୍ରା ଲାଇସେନ୍ସ ରଦ୍ଦ ପାଇଁ ସୁପାରିସ୍

କଟକ(ଓ୍ବାଇଏନଏସ): କଟକ କାଳୀ ପ୍ରତିମା ଭସାଣ ଉତ୍ସବ ଶେଷ ଭସାଣରେ ବିଶୃଙ୍ଖଳା ସୃଷ୍ଟି କରିଥିବା ଵା କରିବାକୁ ଚେଷ୍ଟା କରିଥିବା ପୂଜା କମିଟି ମାନଙ୍କର ଶୋଭାଯାତ୍ରା ଲାଇସେନ୍ସ ରଦ୍ଦ ପାଇଁ ସୁପାରିସ । ଗୋଟିଏ ବର୍ଷ ଶୋଭାଯାତ୍ରା ଲାଇସେନ୍ସ ଦିଆ ନ ଯିବା ଲାଗି ଡିସିପିଙ୍କୁ ସୁପାରିଶ କଲେ ଏକାଧିକ ଥାନା ଅଧିକାରୀ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ