ସମାଜ ସେବୀଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): କେ.ନୂଆଗାଁ ଥାନା ଟେଣ୍ଟିଆ ପଡା ଗ୍ରାମ ର ଦିବଂଗତ ସମାଜ ସେବୀ ଉର୍ମିଳା ପ୍ରଧାନ ଙ୍କ ଏକାଦଶାହ ପାଳନ ହୋଇଯାଇଛି.ସମିତି ସଭ୍ୟ ତ୍ରିପତି ପ୍ରଧାନ,ସମାଜ ସେବୀ ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଉର୍ମିଳା ଙ୍କ ଦକ୍ଷତା,ଓ ଲୋକାଭିମୁଖୀ କାର୍ଯ୍ୟ ବାସ୍ତବ ରେ ପ୍ରେରଣା ଦାୟକ ବୋଲି କହିଥିଲେ.ସେ ଜକର ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଅକ୍ରୁର ପ୍ରଧାନ ଙ୍କ ଝିଅ.ତେଣୁ ସମାଜ ସେବା ପ୍ରତି ତାଙ୍କର ଦୁର୍ବଳତା ରହିଥିଲା.ତାଙ୍କ ସମୟାନୁବର୍ତ୍ତିତା,ଦୟା ଓ ସ୍ନେହ ଭାବ ଯୋଗୁଁ ସମସ୍ତ ଙ୍କ ପ୍ରିୟପାତ୍ର ହୋଇଥିଲେ.ତାଙ୍କ ମୃତ୍ୟୁ ରେ ବହୁ ବୁଦ୍ଧିଜୀବୀ,ବନ୍ଧୁ ବର୍ଗ,ଗ୍ରାମବାସୀ ସ୍ମୁତି ଚାରଣ କରି ଅମର ଆତ୍ମା ର ସଦଗତି କାମନା କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ