ବରିଷ୍ଠ ସାମ୍ବାଦିକ ସେନ୍ତାଷ କରଙ୍କୁ ଶ୍ରଦ୍ଧାଞ୍ଜଳିେ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କନ୍ଦ୍ରାପଡା ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ଉତ୍କଳେମଲର ଜିଲ୍ଲା ପ୍ରତିନିଧି ସେନ୍ତାଷ କୁମାର କରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅପର୍ଣ କରାଯାଇଛି। ଏହି ଉପଲେକ୍ଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖେର ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସଙ୍କ ସଭାପତିତ୍ୱେର ଅନୁଷ୍ଠିତ ସଭୋର ସାମ୍ବାଦିକ ଚିତ୍ତରଞ୍ଜନ ସାହୁ, ମାତୃଦତ୍ତ ମହାନ୍ତି, ଜଗନ୍ନାଥ ଧଳ, ସୋମନାଥ ସାହୁ, ଅମରବର ବିଶ୍ୱାଳ, ପ୍ରଭାତ କୁମାର ଲେଙ୍କା, ରାଧାକାନ୍ତ ମହାନ୍ତି, ପ୍ରଶାନ୍ତ ନାୟକ, ବେିରନ ଦାସ, ବଳରାମ େବେହରା, ରଞ୍ଜନ କୁମାର ସାହୁ, ସେରାଜ କୁମାର ରାଉତ, ଯତିନ କୁମାର ଦାସ ପ୍ରମୁଖ ଶତାଧିକ ସାମ୍ବାଦିକ ଯୋଗେଦଇ ସାମ୍ବାଦିକ ସ୍ୱଗର୍ତ କରଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅପର୍ଣ କରିଥେôଲ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ