ଆପ୍ତୀରା ଉନ୍ନୀତ ମଇ ବିଦ୍ୟାଳୟରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚିତ

ବନ୍ତ,(ଚାନ୍ଦିନୀ ମହାନ୍ତି ): ବନ୍ତ ବ୍ଲକ ଆପ୍ତୀରା ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟର ନୂତନ  ପରିଚାଳନା କମିଟି ଗଠନ ହେବା ସହ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ଭାବେ ପଦ୍ମିନୀ ପାଢ଼ୀ ଓ ଉପାଧ୍ୟକ୍ଷ ଭାବେ ପାର୍ବତୀ ମହାନ୍ତି ନିର୍ବାଚିତ ହୋଇଛନ୍ତି।ବୈଠକରେ ପରିଚାଳନା କମିଟିର ସଭ୍ୟ ମାନସ କୁମାର ପାଣି, ଜଗନ୍ନାଥ ସାହୁ,ଧନେଶ୍ୱର ଜେନା,ରାମ ମୁର୍ମୁ,ପ୍ରତାପ ଚନ୍ଦ୍ର ରାଉତ,ହିମାଂଶୁ ଶେଖର ଜେନା,ସଭ୍ୟା ନମିତା କବି, ସୁଭଦ୍ରା ଶତପଥୀ, ହୀରା କିସ୍କୁ,ମିନାକ୍ଷୀ ବନ୍ଧ, ପାୟଲ କିସ୍କୁ,ଅଞ୍ଜଳି ପୁରୀ, ସରସ୍ଵତୀ ଗାହାଣ, ପ୍ରଧାନ ଶିକ୍ଷକ କୁଳମଣି ନାୟକ , ଶିକ୍ଷକ ପ୍ରତିନିଧି ଗୌରାଙ୍ଗ ଚରଣ ବିଶ୍ୱାଳ,ଅଙ୍ଗନବାଡ଼ି କର୍ମୀ ତୁଳସୀ ପେଡା,ୱାର୍ଡ ସଭ୍ୟା ରଞ୍ଜିତା ଜେନା,ଆଶା କର୍ମୀ ପ୍ରତିଭା ମହୁରୀଙ୍କ ସମେତ ଶିକ୍ଷକ ଗୋପିନାଥ ଦାଶ,ପ୍ରଭାତ କୁମାର ନାୟକ, ରତ୍ନାକର ଖିଲାର, ଶିକ୍ଷୟତ୍ରୀ ଅନୁଜା ପଣ୍ଡା , ଜାନକୀବାଳା ଜେନା ଉପସ୍ଥିତ ଥିଲେ।ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ପରିଚାଳନା କମିଟିର ସଭ୍ୟସଭ୍ୟା ମାନେ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ