ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାଦଶାହରେ ସ୍ମୃତିଚାରଣ ସଭା
ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ଛତ୍ରପୁର କୋର୍ଟସାହି ନିବାସୀ ତଥା ଅବସରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ସ୍ୱର୍ଗତ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାଦଶାହ ଅବସରରେ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଂ ରୁମ୍ ପରିସରରେ ଛତ୍ରପୁର ପୌର ପରିଷଦର ଉପାଧ୍ୟକ୍ଷ ଜି. ପାପା ରାଓଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ଏନ୍. ନାରାୟଣ ରେଡ୍ଡୀ, କର୍ମେଲ୍ ସେକେଣ୍ଡାରୀ ସ୍କୁଲର ପ୍ରିନ୍ସିପାଲ ସିଷ୍ଟର ଡୋରଟ, ସରକାରୀ ଓକିଲ ପ୍ରଦୀପ କୁମାର ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଶଙ୍କର ଚକ୍ଷୁ ଚିକିତ୍ସାଳୟର ଉପଦେଷ୍ଟା ବି. ଶ୍ରୀନିବାସ, ପୂର୍ବତନ ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ଏସ୍. ସାବିତ୍ରୀ ଓ ଜି. ଆରତୀ,ବ୍ରହ୍ମପୁର ସାଂସଦ ପ୍ରତିନିଧି ରୁଈନା ପଟ୍ଟନାୟକ,ଛତ୍ରପୁର ରୋଟାରି କ୍ଲବ୍ର ସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ନାରୀନେତ୍ରୀ ଏନ୍. ଭାନୁମତି ରେଡ୍ଡୀ, ସିପିଆଇ ଜିଲ୍ଲା ନେତା ସି.ଏଚ୍. ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ୍. ଗିରିଜା ପ୍ରସାଦ ରେଡ୍ଡୀ, ଏସ୍. ତ୍ରିନାଥ ରେଡ୍ଡୀ, ପ୍ରଫୁଲ୍ଲ ପାଣିଗ୍ରାହୀ ଓ ଏନ୍. ସୁକାନ୍ତ ଆଚାରୀ, ବିଜେଡି ନେତା ଶଙ୍କର ପ୍ରସାଦ ଦାଶ, ଛତ୍ରପୁର ବ୍ଲକ ବିଜେଡି ସଭାପତି ଏସ୍. ଚକ୍ରପାଣି ରେଡ୍ଡୀ, ଛତ୍ରପୁର ପୌର ପରିଷଦ ସଭାପତି ବି. ରାଜୁ ବାବୁ, ପୂର୍ବତନ କାଉନସିଲର ଟି. ଚନ୍ଦ୍ରଶେଖର ରାଓ, ରାଜେଶ ସାହୁ, କିଶୋର ଚନ୍ଦ୍ର ସେନାପତି, ଏସ୍. ରାମମୋହନ ରାଓ ଓ ଇ. ଶଙ୍କର ରାଓ, ବିଜେପି ଜିଲ୍ଲା ସମ୍ପାଦକ ବସନ୍ତ ବେହେରା ଓ ଏନ୍. ଦୁର୍ଯ୍ୟୋଧନ ରେଡ୍ଡୀ, ଯୁବ ନେତା ବନୋଜ ନାହାକ,ବି. ଶଙ୍କର ରେଡ୍ଡୀ,ଅକ୍ଷୟ ସ୍ୱାଇଁ, ଏନ୍. ୱାର୍ଦ୍ଧ ରାଜୁଲୁ ରେଡ୍ଡୀ, ପୂର୍ବତନ ସମିତି ସଭ୍ୟ ସୁଶାନ୍ତ ସାହୁ, ଦିବାକର ବେହେରା, ସମାପ୍ତି ପଟ୍ଟନାୟକ, ଏନ୍. ନାଗଭୂଷଣ ରାଓ, ଛତ୍ରପୁର ଓକିଲ ସଂଘର ସଭାପତି ଏଲ୍. ଗୋପାଳ ରାଓ, ଆଇନଜୀବୀ ମନୋଜ କୁମାର ପାଢ଼ୀ, ଡ଼ ପ୍ରଶାନ୍ତ କୁମାର ଶତପଥି ଓ ସି.ଏଚ୍. ଜ୍ୟୋତି, ପିଏନ୍ୟୁଏ କଲେଜର ଅଧ୍ୟକ୍ଷ ରାଜେନ୍ଦ୍ର ଦାଶ, କାଉନସିଲର କେ. ରମେଶ, ଦେବାଶିଷ ମିଶ୍ର, ସନ୍ତୋଷୀ ସେଠୀ, ସୁମନ୍ତ ନାହାକ ଓ ମମତା ପାତ୍ର,
କଂଗ୍ରେସ ଛାତ୍ର ନେତା ଇଜୁ ଆମିନ ଖାନ ଓ ମହେଶ କୁମାର ଗୌଡ଼, ୟୁରୋ ସ୍କୁଲର ଏକାଡେମିକ୍ ଡାଇରେକ୍ଟର ପ୍ରମୋଦ କୁମାର ମିଶ୍ର, ଓଡ଼ିଶା ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ଉପସଭାପତି ପ୍ରଶାନ୍ତ କୁମାର ମହାରଣା ଓ ଛତ୍ରପୁର ପ୍ରେସ୍ କ୍ଲବ୍ର ସଭାପତି ସରୋଜ କୁମାର ସାମଲ, ୟୁଥ ମାସ ସେବା ସଂଘ ର ସମ୍ପାଦକ ସୟଦ ମୁକ୍ତାର, ବି. ସୀମାଦ୍ରୀ, ସିଏଚ. ଦୟାନନ୍ଦ ରେଡ୍ଡୀ, ବି ଗୋପାଳ ସ୍ୱାମୀ ଓ ମାଙ୍ଗେଲେ ଶ୍ୱର ରାଓ ଙ୍କ ସମେତ ସ୍ୱର୍ଗତ ଶରତ ଚନ୍ଦ୍ର ପଟ୍ଟନାୟକଙ୍କ ପରିବାରବର୍ଗ, ବନ୍ଧୁବାନ୍ଧବ, ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀମାନେ ଯୋଗଦେଇ ତାଙ୍କର ଗୁଣଗାନ କରିବା ସହ ସ୍ମୃତିଚାରଣ କରିଥିଲେ।


