ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସରୁଛି ପ୍ରଚାର

ପ୍ରଥମ ପ୍ରର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍୍ୟଭ ହୋଇଯାଇଛି କାଉଣ୍ଟଡାଉନ । ଆଜି ବ୍ରହ୍ମପୁର ର ସଂସଦୀୟ କ୍ଷେତ୍ର ପାଇଁ ସରୁଛି ନିର୍ବାଚନ ପ୍ରଚାର । ସମସ୍ତ ରାଜନୋ÷ତିକ ଦଳ ଜୋରଦାର ପ୍ରଚାର କରୁଛନ୍ତି । ବିଜେପି ର ଭୃଗୁବକ୍ସି ପାତ. ବିଜେଡି ର ଚନ୍ଦ୍ର ଶେଖର ସାହୁ , କଂଗ୍ରେସ ର ଚନ୍ଦ୍ର ଶେଖର ନାଇଡ ୁ ଙ୍କ ମଧ୍ୟ ରେ ହେବ ତ୍ରିମୁଖୀ ଲଢେଇ । ସବୁ ପ୍ରାର୍ଥୀ ଭୋଚର ମାନଙ୍କୁ ନିଜ ସପକ୍ଷ ରେ ମତଦାନ କରିବା ପାଇଁ ଭିନ୍ନ ଭିନ୍ନ କୈାଶଳ ଆପଣଉଛନ୍ତି । ପ୍ରଥମ ପର୍ଯ୍ୟାୟ ରେ ବ୍ରହ୍ମପୁର , କୋରାପୁଟ, ନବରଙ୍ଗପୁର ,କଳାହାଣ୍ଡି, ତତ ସଲଗ୍ନ ୨୮ ଟି ବିଧାନ ସଭା କ୍ଷେତ୍ର ରେ ହେବ ନିର୍ବାଚନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ