ଆଇଏଲଓ ଏଫଏସ ଇନଭିଟ -ରୋଡଷ୍ଟାର ଇଣ୍ଡିଆ ଇନଫ୍ରା ଇନଭେଷ୍ଟମେଂଟ ଟ୍ରଷ୍ଟ ଏନଏସଇରେ ତାଲିକାଭୁକ୍ତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭିତିଭୂମି ଲିଜିଂ ଓ ଆର୍ôଥକ ସେବା କଂପାନି ରୋଡଷ୍ଟାର ଇନଫ୍ରା ଇନଭେଷ୍ଟମେଂଟ ଟ୍ରଷ୍ଟ ଇନଭିଟ (ଆରଆଇଆଇଟି) ଏନଏସଇରେ ତାଲିକାଭୁକ୍ତ ହୋଇଛି । ଏହି ଅବସରରେ

Read more

ଇରେଡା ପକ୍ଷରୁ ୩୯ତମ ପ୍ରତିଷ୍ଠା ଦିବସ ପାଳିତ, ସିଏମ୍‌ଡିଙ୍କ ଦ୍ୱାରା ମାଇଲଖୁଂଟ ଓ ଅଭିବୃଦ୍ଧି ଉପରେ ଆଲୋକପାତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି ଲିମିଟେଡ୍ (ଇରେଡା) ପକ୍ଷରୁ ନୂଆଦିଲ୍ଲୀର ବିଜନେସ୍ ସେଂଟରରେ ଏହାର ୩୯ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି, ଯାହା

Read more

ଛଦେଶ ବ୍ଲକ ଗଠନ ପାଇଁ ଦାବୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଢେ଼ଙ୍କାନାଳ, (ତାପସଦାସ):ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକ ଛଦେଶ ଅଞ୍ଚଳକୁ ବ୍ଲକଗଠନ ଦାବି ଯୋର ଧରିବାରେ ଲାଗି ଲାଣି ଆଜି ବୁଧବାର ପୂର୍ବାହ୍ନ ୧୧ଟା ୩୦ ମିନିଟ ସମୟରେ

Read more

ଉଲବାର ରେ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ବରଗଡ଼ ଜିଲ୍ଲା ଅନ୍ତର୍ଗତ ଉଲବାର ଗ୍ରାମରେ ନବ ନିର୍ମିତ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ଏକ ଭବ୍ୟ ସମାରୋହରେ ପ୍ରତିଷ୍ଠା ହୋଇଯାଇଅଛି !ଗତ

Read more

ବରଗଡ଼ ରୋଡ଼ ରେଳଷ୍ଟେସନ ରେ ଲିଫ୍ଟ ଓ ଅନ୍ୟାନ୍ୟ ଅସୁବିଧା ପାଇଁ ଦାବିପତ୍ର

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ବରଗଡ଼ ରୋଡ ରେଳଷ୍ଟେସନର ପ୍ଲାଟଫର୍ମ-୨ ର ଲିଫ୍ଟ ଦୀର୍ଘଦିନରୁ ଅଚଳ ଥିବା ଯୋଗୁଁ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ଉପରେ ରେଳବାଇ

Read more

ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ ଦେହାନ୍ତ

ବରଗଡ଼, (ଯୁଗାବ୍ଦ ନ୍ୟୁଜ):ରବିବାର ଦିନ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ପ୍ରେମାନନ୍ଦ ସାହୁ ମସ୍ତିଷ୍କରେ ରକ୍ତସ୍ରାବ (ବ୍ରେନ୍ ହେମରେଜ) ଜନିତ କାରଣରୁ ଇହଧାମ ତ୍ୟାଗ କରିଥିବାରୁ ବରଗଡ଼, କଳାପାଣି

Read more

ଶ୍ରମିକନେତା ଓ ଯୁବ ସମାଜସେବୀ ବିକାଶ ଦାସଙ୍କ ବିୟୋଗରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ତରଫରୁ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ସକାଳ ୯ ଘଟିକା ସମୟରେ ବାଲେଶ୍ୱର ଗାନ୍ଧି ଶାନ୍ତି ପ୍ରତିଷ୍ଠାନ କେନ୍ଦ୍ର ତରଫରୁ ଯୁବ ସମାଜସେବୀ, ଶ୍ରମିକନେତା ତଥା ଗାନ୍ଧୀବାଦୀ ଆଦର୍ଶରେ ଅନୁପ୍ରାଣିତ

Read more

ବେଆଇନ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଦେଶାନ୍ତର ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉଠାଇଲେ ବିଧାୟକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଂଲାଦେଶୀଙ୍କ ବେଆଇନ ଅନୁପ୍ରବେଶ ସମଗ୍ର ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ବିଭିନ୍ନ ପ୍ରଦେଶରୁ ସେମାନଙ୍କୁ ଚିହ୍ନଟ ସହ ଦେଶାନ୍ତର କରିବା ନେଇ ଉଦ୍ୟମ

Read more

ସାଇଚେତନା ସାହିତ୍ୟ ସଂସଦର ଦ୍ୱାଦଶ ବାର୍ଷିକ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସଢା ପଂଚାୟତ ନାଗାତୋଟା ଆମ୍ବକୁଞ୍ଜଠାରେ ସାଇଚେତନା ସାହିତ୍ୟ ସଂସଦର ଦ୍ୱାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସଂସଦର ସ୍ଥାୟୀ ସଭାପତି

Read more

ସୋସୋରେ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ଓଡ଼ିଶା ମେଳା

ହାଟଡିହି, (ବିକାଶ ବିଶ୍ୱାଳ):ସୋସୋ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୁଣ ଓଡ଼ିଶା ମେଳା ସୋସୋ ସରକାରୀ ଉପ୍ରା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ସୋସୋ ବାଳିକା ଉଚ୍ଚ ବିଦ୍ୟାଳୟର

Read more

Advertisement

ଏବେ ଏବେ