ଭାଜପା ଜିଲ୍ଲା ସମ୍ପାଦକଙ୍କ ମାତୃ ବିୟୋଗ : ପରିବାରଙ୍କୁ ଭେଟିଲେ ମନ୍ତ୍ରୀ ବିଭୁତି ଜେନା

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ସହରର ତିରୁପତିପେଟା ସାହି ନିବାସୀ ତଥା ଭାରତୀୟ ଜନତା ପାର୍ଟି ର ଗଞ୍ଜାମ ଜିଲ୍ଲା ସମ୍ପାଦକ ବସନ୍ତ କୁମାର ବେହେରା ଙ୍କ ମାଆ ରାଧା ଦେବୀ ( ୯୦) ଙ୍କ ଗତ ୫ ତାରିଖ ବିୟୋଗ ଘଟିଥିଲା l  ଏନେଇ ଆଜିରାଜ୍ୟ ସରକାରଙ୍କ ବାଣିଜ୍ୟ, ପରିବହନ ଓ ଖଣି ବିଭାଗର ମନ୍ତ୍ରୀ ବିଭୁତି ଭୂଷଣ ଜେନା ତାଙ୍କ ବାସଭଵନ ରେ ପହଁଚି ସ୍ବର୍ଗତ ରାଧା ଦେବୀଙ୍କ ଫୋଟ ଚିତ୍ର ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ l ଏହା ସହିତ ତାଙ୍କ ପରିବାର ସଦସ୍ୟଙ୍କ ଭେଟିଥିଲେ l ଏହି ଅବସର ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ