ହକି ଗ୍ରାସ ରୁଟ୍ ଲିଗ୍ ଚାମ୍ପିଅନସିପ୍-୨୦୨୫ ଉଦଘାଟିତ

ଛତ୍ରପୁର ୯ଓ୍ବାଇଏନଏସ):  ଛତ୍ରପୁର ସ୍ଥିତ ହକି ପ୍ରଶିକ୍ଷଣ କେନ୍ଦ୍ର ଠାରେ  ପଞ୍ଚମ ସଂସ୍କରଣ ଓଡ଼ିଶା ନାଭାଲ ଟାଟା ହକି ଗ୍ରାସ ରୁଟ୍ ଲିଗ୍ ଚାମ୍ପିଅନସିପ୍ ୨୦୨୫-ପର୍ଯ୍ୟାୟ-୧ (ଗ୍ରୁପ୍-୨) ବୁଧବାର ଉଦଘାଟନ ହୋଇଯାଇଛି ,  ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ   ଯୋଗଦେଇ ଏହାର ଶୁଭାରମ୍ଭ   କରିଛନ୍ତି, ଏଥିରେ ୧୬ ବୟସ ରୁ କମ ୧୭ଗୋଟି ଲେଖାଏଁ ବାଳକ / ବାଳିକା ଦଳ ଅଂଶ ଗ୍ରହଣ କରିଛନ୍ତି ,  ଏହି  ଉଦଘାଟନ ଉତ୍ସବ ରେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି. ପାପା ରାଓ,    ଓଡ଼ିଶା ନାଭାଲ ଟାଟାର ପ୍ରଜେକ୍ଟ ଡାଇରେକ୍ଟର ରାଜୀବ ସେଠ, ଫରେନ କୋଚ ରୁଡ଼ଲଫ ୱର୍ଟମ୍ୟାନ,  ଜିଲ୍ଲା କ୍ରୀଡା ଅଧିକାରୀ ସନ୍ତୋଷ ମିଶ୍ର, କୋଚ କେ. ପିଟର ସୋରେନ, ସନ୍ତୋଷ ଗୌଡ଼ ଓ ମନୋଜ ସ୍ୱାଇଁ ଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଏବଂ କ୍ରୀଡ଼ାବିତ ମାନେ ପରିଚାଳନା ରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ