ଅଂଶୁଘାତରେ ଅସୁସ୍ଥ ଖବର ବିତରକକୁ ରାସ୍ତାରୁ ଉଦ୍ଧାର କଲା ୧୦୮ ଆମ୍ବୁଲାନ୍ସ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ମହୁଲଡିହା ଫାଟକ ନିକଟରେ ରାସ୍ତାରେ ପଡିରହିଥିବା ଜନୈକ ଖବରଦାତା ୧୦୮ ଆମ୍ବୁଲାନ୍ସରେ ଉଦ୍ଧାର କରାଯାଇଛି ।

Read more

Advertisement

ଏବେ ଏବେ