ଅସହାୟ ଦିବ୍ୟାଙ୍ଗ ଶଙ୍କର୍ଷଣଙ୍କୁ ସହାୟତା ପାଇଁ ନିବେଦନ

ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ବଡବର୍ଚ୍ଚିକୟାଁ ଗ୍ରାମର ଶଙ୍କର୍ଷଣ ଦାଶ(୮୨) ଜଣେ ଅସହାୟ ଓ ଦିବ୍ୟାଙ୍ଗ ବ୍ୟକ୍ତି ଅଟନ୍ତି । ତାଙ୍କର କୌଣସି ସନ୍ତାନସନ୍ତତି ନାହାନ୍ତି ।

Read more

Advertisement

ଏବେ ଏବେ