ଆଜି ଗଜପତିରେ ଦିନକରେ ୩୧ କରୋନା ପଜିଟିଭ୍‌, ପାରଳାରେ ସର୍ବାଧିକ ୨୧ ଚିହ୍ନଟ

ପାରଳାଖେମୁଣ୍ଡି, ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ପୁଣି କରୋନା ସଂକ୍ରମଣ ବଢିବାରେ ଲାଗିଛି । ଆଜି ଗୋଟିଏ ଦିନରେ ୩୧ଜଣ ପୋଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Read more

Advertisement

ଏବେ ଏବେ