ଆସନ୍ତା ୧୯ରୁ ବନ୍ଦ ରହିବ ସମସ୍ତ ସ୍କୁଲ ଓ ହଷ୍ଟେଲ

ଭୁବନେଶ୍ୱର, (‌ୱାଇଏନ୍‌ଏସ୍‌): ରାଜ୍ୟରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ସରକାରଙ୍କ ଚିନ୍ତା ବି ବଢ଼ିଲାଣି

Read more

Advertisement

ଏବେ ଏବେ