ଆସାମରେ ଭାଜପା ସରକାରର ୧୦୦ ଦିନ ସମ୍ପୂର୍ଣ୍ଣ : ବସ୍ ଚାଳକଙ୍କୁ ୧୦ ହଜାର ଓ ମନ୍ଦିରର ପୂଜାରୀଙ୍କ ନିମନ୍ତେ ୧୫ ହଜାର ସହାୟତା ରାଶି ଘୋଷଣା
ଗୌହାଟୀ, (ୱାଇଏନ୍ଏସ୍): ଆସାମରେ ଲଗାତାର ଦ୍ୱିତୀୟ ଥର ରାଜ୍ୟର ଶାସନ କ୍ଷମତା ସମ୍ଭାଳୁଥିବା ଭାଜପା ସରକାର ଏହାର ଦ୍ୱିତୀୟ କାର୍ଯ୍ୟକାଳର ଆଜି ୧୦୦ ଦିନ ସମ୍ପୂର୍ଣ୍ଣ କରିଛି
Read more


