ଓମାନର ନୂଆ ସୁଲତାନ ହେଲେ ସଏଦ୍ ହଇଥମ୍ ବିନ୍ ତାରିଫ ଅଲ୍ ସଏଦ

ସୁଲତାନ କାବୁସଙ୍କ ପରଲୋକ ଘଟିବା ପରେ ସଏଦ୍ ହଇଥମ୍ ବିନ୍ ତାରିଫ ଅଲ୍ ସଏଦ ଓମାନର ନୂଆ ସୁଲତାନ ଭାବେ ସୋମବାର କାର‌୍ୟ୍ୟଭାର ଗ୍ରହଣ କରିଛନ୍ତି ।

Read more

Advertisement

ଏବେ ଏବେ