କଂସାମାରୀ ଗଂଜେଇ ବେପାରୀ ଙ୍କ ଚରାଭୁଈ ପାଲଟିଛି : ଗଞ୍ଜେଇ ଜବତ କଲା ପାଟପୁର ପୋଲିସ ଅଭିଯୁକ୍ତ ଗିରଫ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ଏବେ ଗଞ୍ଜେଇ କାରବାରର ପେଣ୍ଠ ସ୍ଥଳୀ ପାଲଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତା, ଧାରମପୁର, କଂସାମାରି ।ପାଟପୁର ଥାନା ଅନ୍ତର୍ଗତ କଂସାମାରୀ
Read more


