କନ୍ଧମାଳ ପଲିଟେକନିକ କଲେଜରେ ଜୀବନ ରକ୍ଷା ଓ ଅଗ୍ନି ନିର୍ବାପନ ତାଲିମ
କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ପଲିଟେକନିକ୍ କଲେଜ ଫୁଲବାଣୀରେ ଛାତ୍ରଛାତ୍ରୀମାନଙ୍କୁ ଜୀବନ ରକ୍ଷା ଓ ଅଗ୍ନି ନିର୍ବାପନ ତାଲିମ ପ୍ରଦାନ କରାଯାଇଛି। ଫୁଲବାଣୀ ଅଗ୍ନିଶମବିଭାଗ ପକ୍ଷରୁ କଲେଜର ଛାତ୍ରଛାତ୍ରୀମାନଙ୍କ
Read more


