କରୋନା ପାଇଁ ଜିଲ୍ଲାରେ ଲାଗୁହେଲା କଟକଣା

ଯାଜପୁର, (ୱାଇଏନ୍‌ଏସ୍‌): ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବିଗତ କିଛି ଦିନ ଧରି ବୃଦ୍ଧିପାଉଛି । ଏପରିକି ଜନୈକ ବରିଷ୍ଠ ପ୍ରଶାସନିକ ଅଧିକାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି

Read more

Advertisement

ଏବେ ଏବେ