କୁଡୁମି ସଂପ୍ରଦାୟ ଉପରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ବିବାଦୀୟ ମନ୍ତବ୍ୟ ନେଇ କୁଡୁମି ସେନା ପକ୍ଷରୁ ରାଇରଙ୍ଗପୁରରେ ପ୍ରତିବାଦ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):କୁଡୁମି ସଂପ୍ରଦାୟକୁ ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖ ଦିନ ଆଦିବାସୀ ତାଲିକାରୁ ବାଦ୍ ଦିଆଯାଇଥିଲା ।ଏହାକୁ ନେଇ ଚଳିତ ସେପ୍ଟେମ୍ବର ମାସ
Read more


