କୁମାରପୂର୍ଣ୍ଣମୀ ପରିପ୍ରେକ୍ଷୀରେ ଯୋଶଦା ଫାଉଣ୍ଡେସନ ପକ୍ଷରୁ ଶାଢୀ ବଣ୍ଟନ କାର୍ଯ୍ୟକ୍ରମ 

ଛତ୍ରପୁର,(ଦେବଦତ୍ତ ମହାରଣା): ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଶଦା ଫାଉଣ୍ଡେସନ ପକ୍ଷରୁ ଟ୍ରଷ୍ଟି ସାଗରିକା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ଠାରେ ମହିଳା ମାନଙ୍କୁ ଶାଢୀବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

Read more

Advertisement

ଏବେ ଏବେ