କେନ୍ଦ୍ରାପଡାର ନୂତନ ଏସଡିପିଓ ଭାବେ ଯୋଗଦେଲେ ଜୟନ୍ତ ମହାପାତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଏସଡିପିଓ ଭାବେ ଶୁକ୍ରବାର ଯୋଗଦେଇଛନ୍ତି ଜୟନ୍ତ କୁମାର ମହାପାତ୍ର । ଏଥିପୂର୍ବରୁ ଶ୍ରୀ ମହାପାତ୍ର ଗଞ୍ଜାମର ଆଇୟୁସିଏଡବ୍ଲୁ ଡିଏସପି ଭାବେ କାର୍ଯ୍ୟରତ ଥିଲେ

Read more

Advertisement

ଏବେ ଏବେ