କେନ୍ଦ୍ରାପଡା ଜିଲାରେ ଆଜି ୮କରୋନା ପଜିଟିଭ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲାରେ ସୋମବାର ୮ଜଣ କରୋନା ପଜିଟିଭ ବାହାରିଥିବା ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Read more

Advertisement

ଏବେ ଏବେ