କୋଣାର୍କ : ଶ୍ରୀଗଣେଶ ପୂଜା ପାଳିତ

କୋଣାର୍କ (ଗଣେଶ ବେହେରା ): ବିଘ୍ନେଶ୍ୱର ବିଘ୍ନ ବିନାଶକ ଭଗବାନ ଶ୍ରୀଗଣେଶ ଙ୍କ ପୂଜା କୋଣାର୍କ ବସଷ୍ଟାଣ୍ଡ ସ୍ଥିତ କୋଣାର୍କ ସାମ୍ବାଦିକସଂଘ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି।

Read more

Advertisement

ଏବେ ଏବେ