ଗଞ୍ଜାମର ଯୁବ ବ୍ୟବସାୟୀ : କୈଳାସ ବାରିକଙ୍କ ଦୁର୍ଘଟଣାରେ ମୃତ୍ୟୁ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ସହରର କରଣସାହି ବାସିନ୍ଦା ତଥା ଯୁବ ବ୍ୟବସାୟୀ କୈଳାସ (୪୬)ବାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଯାହା ଅଞ୍ଚଳରେ ଶୋକାର ଛାୟା ଖେଳିଯାଇଛି

Read more

Advertisement

ଏବେ ଏବେ