ଗଞ୍ଜାମର ଯୁବ ବ୍ୟବସାୟୀ : କୈଳାସ ବାରିକଙ୍କ ଦୁର୍ଘଟଣାରେ ମୃତ୍ୟୁ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ସହରର କରଣସାହି ବାସିନ୍ଦା ତଥା ଯୁବ ବ୍ୟବସାୟୀ କୈଳାସ (୪୬)ବାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଯାହା ଅଞ୍ଚଳରେ ଶୋକାର ଛାୟା ଖେଳିଯାଇଛି । ଅନ୍ୟ ପଟେ ତାଙ୍କର ଅକାଳ ବିୟୋଗ ସମ୍ମାର୍ଥେ ମା ନାରାୟଣି ବଣିକ ସଙ୍ଘ ସାନବଜ଼ାର ତରଫରୁ ଦୋକାନ ବଜାର ବନ୍ଦ କରାଯାଇଥିଲା । ସ୍ୱର୍ଗତ ଯୁବ ବ୍ୟବସାୟୀ କୈଳାସ ଜଣେ ମେଳାପୀ, ନମ୍ର, ଓ ପରପୋକାରୀ ରୂପେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ପରେ ତାଙ୍କର ମରଶରୀରକୁ ଏକ ଶୋଭାଯାତ୍ରା ଋଷିକୂଲ୍ୟା ନଦୀ କୂଳରେ ଏକ ଶୋକା କୁଳ ପରିବେଶରେ ସତ୍କାର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ