ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଅବକାରୀ ଚଢାଉ

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ ) : ଅବକାରୀ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁଯାୟୀ କୋଦଳା ସହରରେ ୬୦୦ ଲିଟର ଚୋରା ମଦ ଜବତ କରାଯାଇଛି ।

Read more

Advertisement

ଏବେ ଏବେ