ଗଞ୍ଜାମ ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ ଥଇଥାନ ଦାବି

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):  ଗଞ୍ଜାମ ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ ଥଇଥାନ ଦାବି ନେଇ ଆରଡିସିଙ୍କୁ ଏକ ଦାବି ପତ୍ର ପ୍ରଦାନ କଲେ ଗଞ୍ଜାମ ଜିଲ୍ଲା ବିଜେପି ।

Read more

Advertisement

ଏବେ ଏବେ