ଗଞ୍ଜେଇ ଚୋରା ଚାଲାଣ ବେଳେ ଦୁଇଟି ଗାଡି ସହ ୪ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଖଜୁରିପଡା ପୁଲିସ ବୁଧବାର ଗଞ୍ଜେଇ ଚୋରାଚାଲାଣ କରୁଥିବା ସମୟରେ ୪ ଜଣ ଯୁବକ ଏବଂ ଜଣେ ନାବାଳକଙ୍କୁ ଗିରଫ କରିଛି।

Read more

Advertisement

ଏବେ ଏବେ