ଗୋପ ହାଇସ୍କୁଲ ୧୯୯୦ ବ୍ୟାଚ ର ବନ୍ଧୁମିଳନ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ ଗୋପ ସରକାରୀ ସ୍ମାର୍ଟସ୍କୁଲ ର ୧୯୯୦ ମସିହା ମାଟ୍ରିକ ବ୍ୟାଚ ର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି l

Read more

Advertisement

ଏବେ ଏବେ