ଚୋରା ମଦ ଧରିବାକୁ ଯାଇ ଛେଚା ଖାଇଲେ ଅବକାରୀ କର୍ମଚାରୀ, ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ବେଳେ ଆକ୍ରମଣ

କୋଦଳା, (ଗୁଲସନ କୁମାର କର):ପୁଣି ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ। ଚୋରା ମଦ କାରବାର ଉପରେ ଚଢାଉ କରି ପୁଣି ଥରେ ମଦ ବେପାରୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି

Read more

Advertisement

ଏବେ ଏବେ