ଜୀବନ ବଞ୍ଚାଇବା ପାଇଁ କାବୁଲ ଏୟାରପୋର୍ଟରେ ଯାତ୍ରୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ , ଉଡ଼ନ୍ତା ବିମାନରୁ ଖସି ୩ ଯାତ୍ରୀ ମୃତ
କାବୁଲ: ଆଫଗାନିସ୍ତାନ ଆଫଗାନିସ୍ତାନ ତାଲିବାନ ହାତକୁ ଚାଲିଯିବା ପରେ ସାଧାରଣ ଲୋକ ଆତଙ୍କିତ ହୋଇପଡିଛନ୍ତି। ନିଜର ଜୀବନ ବଞ୍ଚାଇବା ପାଇଁ କାବୁଲ ଛାଡ଼ି ଅନ୍ୟ ଦେଶକୁ ଚାଲିଯିବାକୁ
Read more


