ପାରଳା ସ୍ୱାଭିମାନ ମଞ୍ଚ ମୁଖ୍ୟ ଡଃ,ତିରୁପତି ପାଣିଗ୍ରାହୀଙ୍କୁ ନୋବେଲ ସିଟିଜେନ ଆୱାର୍ଡ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ପାରଳାଖେମୁଣ୍ଡି ସ୍ୱାଭିମାନ ମଞ୍ଚର ମୁଖ୍ୟ ତଥା ହାଇଟେକ ମେଡିକାଲର ପ୍ରତିଷ୍ଠାତା ଡଃ.ତିରୁପତି ପାଣିଗ୍ରାହୀଙ୍କୁ ନୋବେଲ ସିଟିଜେନ ଆୱାର୍ଡ ୨୦୨୦ ପ୍ରଦାନ କରାଯାଇଛି
Read more


