ଥାନା ବାବୁଙ୍କୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଆମ୍ବପୁଆ ପଞ୍ଚାୟତର ତିନି ଗ୍ରାମ ବାସୀ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ବେଲଗୁଣ୍ଠାର ନୂତନ ଥାନା ଉଦ୍ଘାଟନ ପରେ ନୂତନ ଥାନାର ଥାନା ବାବୁଙ୍କୁ ସ୍ୱାଗତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ବେଲଗୁଣ୍ଠା ବ୍ଳକ୍
Read more


