ଜଗତସିଂହପୁର ଜିଲ୍ଲାର ଦାଇତ୍ୱ ନେଲେ ନୂଆ ଜିଲ୍ଲାପାଳ ସରୋଜ ମିଶ୍ର

ଜଗତସିଂହପୁର,(ପିତବାସ ପ୍ରଧାନ): ଜଗତସିଂହପୁର ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ସରୋଜ କୁମାର ମିଶ୍ର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

Read more

Advertisement

ଏବେ ଏବେ