ଟୋକାନ ବିବାଦ,ଧାନ ବିକ୍ରୀ କରି ନପାରି ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ପକାଇ ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ
ବରଗଡ,(ୱାଇଏନ୍ଏସ୍): ଟୋକନ ସମସ୍ୟା ନେଇ ଧାନ ବିକ୍ରୀ କରି ନପାରିବାରୁ ଜିଲାପାଳ ଓ ଯୋଗାଣ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ପକାଇ ଆନ୍ଦୋଳନ କୁ ଓହ୍ଲାଇଛନ୍ତି
Read more