ନଦୀରେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ଚଷା ପିତ୍ତଳ ଗ୍ରାମର ଜଣେ ବୃଦ୍ଧ ଶନିବାର ଅପରାହ୍ନରେ ନିକଟସ୍ଥ ଋଷିକୂଲ୍ୟା ନଦୀକୁ ଗାଧୋଇବାକୁ ଯାଇ ନଦୀରେ ଭାସି ଯାଇଥିଲେ ।

Read more

Advertisement

ଏବେ ଏବେ