ନବୀନ ସରକାର ରେ ପୁରଣ ହେଲା ଇନ୍ଦ୍ରାବତୀ ବିସ୍ଥାପିତ ଙ୍କ ଦୁଖ; ଇନ୍ଦ୍ରାବତୀ ବୁଡି ଅଞ୍ଚଳ ପାଇଁ ଲୋକାର୍ପିତ ହେଲା ବୋଟ ଆମ୍ବୁଲାନ୍ସ
କଳାହାଣ୍ଡି,(ଓ୍ବାଇଏନ୍ଏସ୍): ଇନ୍ଦ୍ରାବତୀ ଭଣ୍ଡାର ରେ ଜଳବନ୍ଦୀ ରହୁଥିବା ଆଦିବାସୀ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସାତଶପନ ଥିଲା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଅନୁମତି କ୍ରମେ ଅଞ୍ଚଳ
Read more


