ନାଉଗାଁ ଥାନା ଏସଆଇଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ନାଉଗାଁ, (ୱାଇଏନ୍‌ଏସ୍‌): ନାଉଗାଁ ଥାନାରେ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ କାର୍ଯ୍ୟରତ ସବ ଇନ୍ସପେକ୍ଟର ପ୍ରତାପ କୁମାର ଦାଶଙ୍କୁ ଜଗତସିଂହପୁର ଥାନାକୁ ସ୍ଥାନାନ୍ତରିତ କରାଯାଇଛି ।

Read more

Advertisement

ଏବେ ଏବେ