ନାଉଗାଁ ବ୍ଳକ କଣିପଡା ପଲିଟେକନିକ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୫ କରୋନା ପଜିଟିଭ ଚିହ୍ନଟ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଗାଁ ପଂଚାୟତସ୍ଥିତ କଣିପଡା ପଲିଟେକନିକ କଲେଜର (ନୋଡାଲ )ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରୁ ସୋମବାର ୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Read more

Advertisement

ଏବେ ଏବେ