ନିଜ ଜନ୍ମ ସମୟରେ ଉପସ୍ଥିତ ଥିବା ନର୍ସଙ୍କୁ ଭେଟିଲେ ରାହୁଲ

ୱାୟନାଡା(ଏଜେନ୍ସି): ସମ୍ପ୍ରତି କେରଳର ୱାୟନାଡା ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ଜନ୍ମ ସମୟରେ ଉପସ୍ଥିତ ଥିବା ଜଣେ ନର୍ସଙ୍କୁ ରବିବାର ଭେଟିଛନ୍ତି ।

Read more

Advertisement

ଏବେ ଏବେ