ପରିଣତ ବୟସରେ ଅପହଞ୍ଚ ଆବାସ ଯୋଜନା : ବର୍ଷା ଯୋଗୁ ଘର ଭାଙ୍ଗିବା ପରେ ବାସହୀନ ହେଲେ ସୁଧାକରଙ୍କ ପରିବାର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; କେନ୍ଦ୍ରଠାରୁ ରାଜ୍ୟ ସରକାରଙ୍କ ଯାଏଁ ଗ୍ରାମାଞ୍ଚଳ ମାନଙ୍କରେ ପକ୍କାଗୃହ ନିର୍ମାଣ ପାଇଁ ଗୁରୁତ୍ୱ ଦେଉଥିବାବେଳେ କୌଣସି ପରିବାର କଚ୍ଚାଘରେ ରହିବେ ନାହିଁ
Read more


