ପୁରୁଷୋତ୍ତମପୁର ତହସିଲଦାରଙ୍କ ଗୁଣ୍ଡାରାଜ , ପରିବା ବ୍ୟବସାୟୀଙ୍କୁ ଥଇଥାନା ନିମନ୍ତେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ
ଛତ୍ରପୁର,(ଯୁଗାଦ୍ଦ ନ୍ୟୁଜ) : ଗତ ୧୯ ତାରିଖରେ ପୁରୁଷୋତ୍ତମପୁର ତହସିଲଦାରଙ୍କ ଗୁଣ୍ଡାରାଜ ଏବଂ ବିନା ନୋଟିସ୍ରେ ଦୀର୍ଘ ୧୫ ବର୍ଷର ପନିପରିବା ମାର୍କେଟକୁ ଉଚ୍ଛେଦ କରିଥିବା ପ୍ରତିବାଦରେ
Read more


