ପ୍ରଶାସନିକ ନା ରାଜନୈତିକ ଅବହେଳା;ଅନୁଦାନ ଓ ଜାଗା ଚିହ୍ନଟର ୩ବର୍ଷ ପୁରିଲା, ତଥାପି ରାୟଗଡ ମିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆଦିବାସୀ ବହୁଳ ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ କ୍ରୀଡାର ଉନ୍ନତି ଏବଂ କୀଡାବିତ୍ତଙ୍କ ନୂତନ ସୁଯୋଗ ସୃଷ୍ଟି ପାଇଁ ସରକାରୀ ଭାବେ
Read more


