ପ୍ରାକ୍ତନ ପରିଚାଳନା କମିଟି ସଭ୍ୟଙ୍କ ବିୟୋଗରେ ଶୋକସଭା

ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବୁଧବାର ବନ୍ତ ବ୍ଲକ ନିଳୋକ ହାଇସ୍କୁଲ ପରିଚାଳନା କମିଟିର ପ୍ରାକ୍ତନ ସଦସ୍ୟ ସ୍ୱର୍ଗତ ନୃସିଂହ ଚରଣ ପଣ୍ଡାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି

Read more

Advertisement

ଏବେ ଏବେ