ବନଖଣ୍ଡ ଦ୍ୱାରା ଜଙ୍ଗଲ ନିଆଁ ସଚେତନତା ରଥ ଉଦଘାଟିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଜଙ୍ଗଲ ନିଆଁ ର ନିରାକରଣ ନିମନ୍ତେ ଏକ ସଚେତନତା ରଥ ର ଶୁଭାରମ୍ଭ କରାଯାଇଛି I

Read more

Advertisement

ଏବେ ଏବେ