ବସ୍ତିରେ ବାସ କରୁଥିବା ଲୋକଙ୍କୁ ବାସସ୍ଥାନ ପାଇଁ ପକ୍କା ଘର ଯୋଗାଇ ଦେବା ଆମ ସମସ୍ତଙ୍କ ଦାୟିତ୍ୱ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସାଲିଆ ସାହି ବସ୍ତିର କିଛି ବସ୍ତିବାସିନ୍ଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ବାସଭବନରେ
Read more


