ବାଟାଗୁଡ଼ା ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା

ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ):ଅଧିକାଂଶ ସମୟରେ ତାଲା ଝୁଲୁଛି ଉପ ସ୍ବାସ୍ଥ୍ୟକେନ୍ଦ୍ରରେ । ଫଳରେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହିବା ସହ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଞ୍ଚାୟତବାସୀ ।

Read more

Advertisement

ଏବେ ଏବେ