ବାଦାମପାହାଡ ଲୌହ ଖଣିରେ ପୂର୍ବରୁ କାର୍ଯରତ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ନେଇ ସରପଞ୍ଚ /ସମିତି ଜନପ୍ରତିନିଧିଙ୍କ ବିଡିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଲୌହଖଣିରେ ଶ୍ରମିକ ଅଶାନ୍ତି ।ବାଦାମପାହାଡ ଆଖପାଖ ଅଞ୍ଚଳରେ ଶ୍ରମିକ ମାନେ ଦିର୍ଘ ୨୦ ବର୍ଷ ହେଲା ଲୁହାପଥ ଫଟାଇବା,ଜଗୁଆଳି,ଓ୍ବାଗନ
Read more


