ବାଲେଶ୍ୱର ଓକିଲ ସଂଘର ଦୁଇଦିନିଆ ବାର୍ଷିକୋତ୍ସବ ଜିଲ୍ଲା ଜଜ୍ଙ୍କ କୋର୍ଟ ପରିସରରେ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଓକିଲ ସଂଘର ଦୁଇଦିନିଆ ବାର୍ଷିକୋତ୍ସବ ଜିଲ୍ଲା ଜଜ୍କୋର୍ଟଙ୍କ ପରିସରରେ ସଂଘର ସଭାପତି ରଘୁନାଥ ପ୍ରଧାନଙ୍କ ସଭାପତିତ୍ୱରେ ଶୁକ୍ରବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି ।
Read more


