ବିଜେପି ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ

ହାଟଡ଼ିହି (ଓ୍ବାଇଏନ୍ଏସ୍) : ଗତ ପାଞ୍ଚଦିନ ତଳେ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ଥ ହୋଇଥିବା ଡିମିରିଆ ଗ୍ରାମର ବିପନ୍ନ ପରିବାର ଗୁଡିକୁ ବିଜେପି ପକ୍ଷରୁ ସହାୟତାର ହାତ ବଢ଼ାଯାଇଛି ।

Read more

Advertisement

ଏବେ ଏବେ